ଡେଲୋଏଟ୍ ଟଚ୍ ତୋହମାଟସୁ ଇଣ୍ଡିଆ ଏଲ୍ଏଲ୍ପି
ଶ୍ରେଣୀ : ଏଫ୍ ଆଇ
ଭାଗିଦାରୀର ପରିସର: ଡେ-ଏନଆରଏଲଏମ୍ (DAY-NRLM) ଏବଂ ଡେଲୋଏଟ୍ ସହିତ ଜଡିତ ଥିବା ସମୟରେ ନିମ୍ନଲିଖିତ ସହାୟତା କୁ ଉତ୍ପ୍ରେରିତ (catalyze) କରିବାକୁ ଅଭିପ୍ରେତ (envisaged) ଅଛି:
- ବ୍ୟାଙ୍କ ସଖୀର ଅପ୍ସ୍କେଲିଂ (ବିସ୍ତାର) ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା।
- (SHG) ଇକୋସିଷ୍ଟମରେ ଡିଜିଟାଲ୍ ଟେକ୍ନୋଲୋଜିର ପ୍ରବର୍ତ୍ତନର ସାମର୍ଥ୍ୟ (potential) ଏବଂ ପରିସର (scope) ଉପରେ ରିପୋର୍ଟ।
- ରାଜ୍ୟ ଗ୍ରାମୀଣ ଜୀବିକା ମିଶନ ଏବଂ ଫିନଟେକ୍ ମଧ୍ୟରେ ଭାଗିଦାରୀର ସୁବିଧା ପ୍ରଦାନ କରିବା।
- ଡିଜିଟାଲ୍ ଫାଇନାନ୍ସ ଉପରେ ରାଜ୍ୟ ଗ୍ରାମୀଣ ଜୀବିକା ମିଶନଗୁଡ଼ିକୁ ଚାଲୁ ହାତ ସହାୟତା (hand holding) ଏବଂ ବୈଷୟିକ ସହାୟତା।
ଭାଗିଦାର ୱେବସାଇଟ୍: https://www2.deloitte.com/in/en/industries/government-public-services.html