ଫାଉଣ୍ଡେସନ୍ ଫର୍ ଡେଭଲପମେଣ୍ଟ୍ ଅଫ୍ ରୁରାଲ୍ ଭ୍ୟାଲ୍ୟୁ ଚେନ୍ (ଏଫଡିଆରଭିସି)
ଶ୍ରେଣୀ : ଫାର୍ମ
ସହଭାଗୀ: 7 ମଇ 2022 ରୁ
ଭାଗିଦାରୀର ପରିସର: ଫାଉଣ୍ଡେସନ୍ ଫର୍ ଡେଭଲପମେଣ୍ଟ୍ ଅଫ୍ ରୁରାଲ୍ ଭ୍ୟାଲ୍ୟୁ ଚେନ୍ (FDRVC) DAY-NRLM ସପୋର୍ଟ ଅର୍ଗାନାଇଜେସନ୍ (NSO) ଭାବରେ କାର୍ଯ୍ୟ କରେ।
- ସେମାନେ DAY-NRLM ଅଧୀନରେ ଫାର୍ମ (farm) ଏବଂ ନନ୍-ଫାର୍ମ (non-farm) ମୂଲ୍ୟ ଶୃଙ୍ଖଳା ବିକାଶ ପଦକ୍ଷେପଗୁଡ଼ିକ ଉପରେ ମନ୍ତ୍ରଣାଳୟ ତଥା ରାଜ୍ୟଗୁଡ଼ିକୁ ବୈଷୟିକ ସହାୟତା (technical support) ପ୍ରଦାନ କରନ୍ତି।
- ସେମାନେ ସୁଯୋଗ ଚିହ୍ନଟ କରିବାରେ, ଉତ୍ପାଦକ ଉଦ୍ୟୋଗଗୁଡ଼ିକୁ (Producer Enterprises) ପ୍ରୋତ୍ସାହିତ କରିବା ପାଇଁ ବ୍ୟବସାୟ ଯୋଜନା (business plan) ପ୍ରସ୍ତୁତ କରିବାରେ, ଉତ୍ପାଦକ ଉଦ୍ୟୋଗଗୁଡ଼ିକୁ କାର୍ଯ୍ୟକାରିତା ସହାୟତା (implementation support) ଯୋଗାଇବାରେ, କ୍ଷମତା ବୃଦ୍ଧି କାର୍ଯ୍ୟକଳାପକୁ (capacity building activities) ସୁଗମ କରିବାରେ ଏବଂ ଉତ୍ପାଦକ ଉଦ୍ୟୋଗ ଓ ଏହାର ସଦସ୍ୟମାନଙ୍କୁ ହାତଧରା ସହାୟତା (handholding support) ପ୍ରଦାନ କରିବାରେ ମଧ୍ୟ ସାହାଯ୍ୟ କରନ୍ତି।
ଭାଗିଦାର ୱେବସାଇଟ୍: https://www.fdrvc.org/about-us