ମୁଖ୍ୟ ବିଷୟବସ୍ତୁକୁ ଯାଆନ୍ତୁ |
ସହଯୋଗୀ ଅନୁଷ୍ଠାନକୁ ଫେରିଯାଆନ୍ତୁ

ଶ୍ରେଣୀ : ଫାର୍ମ

ଭାଗିଦାରୀର ପରିସର: “Support to Agroecological Transformation Processes – SuATI” ନାମକ ଭାରତ-ଜର୍ମାନ ଦ୍ୱିପାକ୍ଷିକ ପଦକ୍ଷେପଟି ଜିଆଇଜେଡ୍ ଇଣ୍ଡିଆ (GIZ India) ଏବଂ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ (Ministry of Rural Development) ଦ୍ୱାରା ମିଳିତ ଭାବରେ କାର୍ଯ୍ୟକାରୀ ହେଉଛି। ଏହି SuATI ପ୍ରକଳ୍ପ ଗ୍ରାମୀଣ ଭାରତର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କର ଜୀବିକା ବୃଦ୍ଧି ପାଇଁ ମୂଲ୍ୟ ଶୃଙ୍ଖଳା, ଚାଷ କ୍ଲଷ୍ଟର ଏବଂ ସମ୍ପ୍ରଦାୟର ସହଭାଗିତା ମାଧ୍ୟମରେ କୃଷି ପାରିବେଶିକ ରୂପାନ୍ତରଣକୁ (agro ecological transformation) ପ୍ରୋତ୍ସାହିତ କରିବା ପାଇଁ ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା – ନ୍ୟାସନାଲ୍ ରୁରାଲ୍ ଲାଇଭଲିହୁଡ୍ସ ମିଶନ (DAY-NRLM), ଗ୍ରାମୀଣ ବିକାଶ ମନ୍ତ୍ରଣାଳୟକୁ ସକ୍ରିୟ ଭାବରେ ବୈଷୟିକ ସହାୟତା ପ୍ରଦାନ କରେ।

ଭାଗିଦାର ୱେବସାଇଟ୍: https://www.giz.de/en/html/index.html

frame