ମୁଖ୍ୟ ବିଷୟବସ୍ତୁକୁ ଯାଆନ୍ତୁ |
ସହଯୋଗୀ ଅନୁଷ୍ଠାନକୁ ଫେରିଯାଆନ୍ତୁ

ଶ୍ରେଣୀ : ଫାଇନାନ୍ସିଆଲ୍ ଇନ୍‌କ୍ଲୁଜନ୍ (ଏଫ୍.ଆଇ.)

ଭାଗିଦାରୀର ପରିସର: ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଏବଂ ସା-ଧନ (SA-DHAN) ସ୍ୱୟଂ ସହାୟକ ଗୋଷ୍ଠୀର (Self Help Group) ପରିପକ୍ୱ ସଦସ୍ୟମାନଙ୍କ ମଧ୍ୟରେ ମହିଳା ନେତୃତ୍ୱାଧୀନ ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହିତ କରିବା ପାଇଁ ମାର୍ଚ୍ଚ 22, 2024 ରେ ହାତ ମିଳାଇଛନ୍ତି। ମନୋନୀତ ରାଜ୍ୟଗୁଡ଼ିକରେ ନିମ୍ନଲିଖିତ କାର୍ଯ୍ୟକଳାପଗୁଡ଼ିକୁ ସମ୍ପାଦନ କରିବାକୁ ଆହୁରି ସୂଚନା ଦିଆଗଲା।
1) ମନୋନୀତ ରାଜ୍ୟଗୁଡ଼ିକରେ ମହିଳା ଉଦ୍ୟୋଗଗୁଡ଼ିକର ସମ୍ଭାବନା (potential of women enterprises) ଉପରେ 'ସ୍କୋପିଂ ରିପୋର୍ଟ' (scoping report) ପ୍ରସ୍ତୁତି।
2) ରାଜ୍ୟ ଗ୍ରାମୀଣ ଜୀବିକା ମିଶନ (State Rural Livelihood Mission) ଏବଂ ପ୍ରମୁଖ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ (leading financing Institutions) ମଧ୍ୟରେ ଭାଗିଦାରୀକୁ ସୁଗମ କରିବା।
3) ହସ୍ତକ୍ଷେପ (intervention) ପାଇଁ ଉପଯୁକ୍ତ ଡିଜିଟାଲ୍ ଉପକରଣଗୁଡ଼ିକୁ (digital tools) ବିକଶିତ କରିବା ପାଇଁ DAY-NRLM କୁ ସମର୍ଥନ କରିବା।
4) DAY-NRLM ସହ ଭାଗିଦାରୀରେ ସମ୍ପୃକ୍ତ ଅଂଶୀଦାରମାନଙ୍କ (relevant Stakeholders) ସହିତ ୱାର୍କସପ୍ (workshops), ପରାମର୍ଶ (consultations), ତାଲିମ କାର୍ଯ୍ୟକ୍ରମ (training Programmes) ପରିଚାଳନା କରିବା।
5) ଉଦ୍ୟୋଗୀମାନଙ୍କ (entrepreneurs) ପାଇଁ ସୁଧ ରିହାତି (interest Subvention) ସମ୍ବନ୍ଧୀୟ ଯୋଜନାଗୁଡ଼ିକୁ (Schemes) ବିକଶିତ କରିବା।

frame