ମୁଖ୍ୟ ବିଷୟବସ୍ତୁକୁ ଯାଆନ୍ତୁ |
ସହଯୋଗୀ ଅନୁଷ୍ଠାନକୁ ଫେରିଯାଆନ୍ତୁ

ଶ୍ରେଣୀ : ଏଫ୍ ଆଇ

ସହଭାଗୀ: 8 ନଭେମ୍ବର 2023 ରୁ

ଭାଗିଦାରୀର ପରିସର: ସିଡବି (SIDBI) ସମଗ୍ର ଦେଶରେ MSME (ଏମ୍‌ଏସ୍‌ଏମ୍‌ଇ) କ୍ଷେତ୍ରର ପ୍ରୋତ୍ସାହନ, ଆର୍ଥିକ ଯୋଗାଣ ଏବଂ ବିକାଶ ପାଇଁ ପ୍ରାଥମିକ ଆର୍ଥିକ ଅନୁଷ୍ଠାନ ଅଟେ। ଏହି ସହଭାଗିତା ସମୟରେ, DAY-NRLM (ଡେ-ଏନ୍‌ଆର୍‌ଏଲ୍‌ଏମ୍‌) ଏବଂ SIDBI ନିମ୍ନଲିଖିତ ଭାବରେ ଉଦ୍ୟୋଗୀ (entrepreneurial) ଏବଂ ଆର୍ଥିକ ଇକୋସିଷ୍ଟମ୍‌କୁ (financial ecosystem) ତ୍ୱରାନ୍ୱିତ କରିବେ:

  • ମନୋନୀତ ରାଜ୍ୟଗୁଡ଼ିକରେ ମହିଳା ଉଦ୍ୟୋଗଗୁଡ଼ିକର ସମ୍ଭାବନା (potential of women enterprises) ଉପରେ 'ସ୍କୋପିଂ ରିପୋର୍ଟଗୁଡ଼ିକ' (scoping reports) ପ୍ରସ୍ତୁତି। 
  • ସ୍ୱୟଂ ସହାୟକ ଗୋଷ୍ଠୀର (SHG) ସଦସ୍ୟମାନଙ୍କ ମଧ୍ୟରୁ ସମ୍ଭାବ୍ୟ ଉଦ୍ୟୋଗୀମାନଙ୍କୁ (potential entrepreneurs) ଚିହ୍ନଟ/ମନୋନୀତ କରିବା ପାଇଁ ଏକ ମାନକ ପ୍ରୋଟୋକଲ୍‌କୁ (Standard protocol) ସ୍ଥାପନ କରିବା। 
  • ରାଜ୍ୟ ଗ୍ରାମୀଣ ଜୀବିକା ମିଶନଗୁଡ଼ିକ (SRLMs) ଏବଂ ପ୍ରମୁଖ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ (leading financing institutions) ମଧ୍ୟରେ ଭାଗିଦାରୀକୁ ସୁଗମ କରିବା। 
  • ନୂତନ ଆର୍ଥିକ ଯୋଜନାଗୁଡ଼ିକୁ (New financial schemes) (କ୍ରେଡିଟ୍ ଗ୍ୟାରେଣ୍ଟି/ସୁଧ ରିହାତି - credit guarantee/interest subvention) ଡିଜାଇନ୍ କରିବା ଏବଂ କାର୍ଯ୍ୟକାରୀ କରିବା।
  • ମହିଳା ନେତୃତ୍ୱାଧୀନ ଉଦ୍ୟୋଗ (women-led enterprise) ପ୍ରୋତ୍ସାହନ ପାଇଁ, ଏହାର ମାପ ବୃଦ୍ଧି/ନକଲ (scaling up/replication) ପାଇଁ ସ୍ପଷ୍ଟ ମଡେଲ୍‌ଗୁଡ଼ିକୁ (clear models) ଆରମ୍ଭ କରିବା।

ଭାଗିଦାର ୱେବସାଇଟ୍: https://www.sidbi.in/

frame